1ଆଦମ, ଶେଥ, ଈନୋଶ;2କୟିନାନ, ମହଲଲେଲ, ଯେରଦ;3ହନୋକ, ମଥୂଶେଲହ, ଲେମକ;4ନୋହ, ଶେମ, ହାମ ଓ ଯେଫତ୍।5ଯେଫତ୍ର ସନ୍ତାନ ଗୋମର, ମାଗୋଗ୍, ମାଦୟ, ଯବନ, ତୁବଲ୍, ମେଶକ୍ ଓ ତୀରସ୍ ଥିଲେ।