20ଯିହୁଦା ବଂଶୀୟ ସନ୍ତାନମାନଙ୍କର ଆପଣା ଆପଣା ବଂଶାନୁସାରେ ଏହି ସକଳ ଅଧିକାର।
21ଦକ୍ଷିଣାଞ୍ଚଳରେ ଇଦୋମ ସୀମା ନିକଟରେ ଯିହୁଦା-ସନ୍ତାନମାନଙ୍କ ବଂଶର ପ୍ରାନ୍ତଭାଗସ୍ଥ ଏସବୁ ନଗର ଥିଲା, କବ୍ସେଲ ଓ ଏଦର ଓ ଯାଗୁର
22ଓ କୀନା ଓ ଦୀମୋନା ଓ ଅଦାଦା
23ଓ କେଦଶ୍ ଓ ହାସୋର ଓ ଯିତ୍ନନ୍;
24ସୀଫ୍ ଓ ଟେଲମ୍ ଓ ବାଲୋତ୍