ନିହିମୀୟା 10

ମୋହରାଙ୍କନକାରୀମାନଙ୍କ ନାମ ଏହି, ଯଥା, ହଖଲୀୟର ପୁତ୍ର ନିହିମୀୟା ଶାସନକର୍ତ୍ତା ଓ ସିଦିକୀୟ;

Nehemiah 10:1 (UKJV) Now those that sealed were, Nehemiah, the Tirshatha, the son of Hachaliah, and Zidkijah,

1ମୋହରାଙ୍କନକାରୀମାନଙ୍କ ନାମ ଏହି, ଯଥା, ହଖଲୀୟର ପୁତ୍ର ନିହିମୀୟା ଶାସନକର୍ତ୍ତା ଓ ସିଦିକୀୟ;

2ସରାୟ, ଅସରୀୟ, ଯିରିମୀୟ;

3ପଶ୍‍ହୂର, ଅମରୀୟ, ମଲ୍‍କୀୟ;

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions Pvt. Ltd. Licensed CC BY-SA 4.0.