ନିହିମୀୟା 10

ପୁଣି, ଅହୀୟ, ହାନନ୍‍, ଅନାନ୍‍;

Nehemiah 10:26 (UKJV) And Ahijah, Hanan, Anan,

24ହଲୋହେଶ, ପିଲହ, ଶୋବେକ;

25ରହୂମ୍‍, ହଶବ୍‍ନା, ମାସେୟ,

26ପୁଣି, ଅହୀୟ, ହାନନ୍‍, ଅନାନ୍‍;

27ମଲ୍ଲୂକ, ହାରୀମ୍‍, ବାନା।

28ପୁଣି, ଲୋକମାନଙ୍କର ଅବଶିଷ୍ଟାଂଶ, ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ, ନଥୀନୀୟମାନେ ଓ ଯେସମସ୍ତ ଲୋକ ନାନା ଦେଶସ୍ଥ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କରି ପରମେଶ୍ୱରଙ୍କ ବ୍ୟବସ୍ଥାର ପକ୍ଷ ହୋଇଥିଲେ, ସେମାନେ, ସେମାନଙ୍କର ଭାର୍ଯ୍ୟାଗଣ, ସେମାନଙ୍କର ପୁତ୍ରଗଣ ଓ ସେମାନଙ୍କର କନ୍ୟାଗଣ, ପ୍ରତ୍ୟେକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ;

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions Pvt. Ltd. Licensed CC BY-SA 4.0.