ନିହିମୀୟା 7

ହାରୀଫର ସନ୍ତାନ ଏକ ଶହ ବାର ଜଣ।

Nehemiah 7:24 (UKJV) The children of Hariph, an hundred and twelve.

22ହଶୂମର ସନ୍ତାନ ତିନି ଶହ ଅଠାଇଶ ଜଣ।

23ବେତ୍ସୟର ସନ୍ତାନ ତିନି ଶହ ଚବିଶ ଜଣ।

24ହାରୀଫର ସନ୍ତାନ ଏକ ଶହ ବାର ଜଣ।

25ଗିବୀୟୋନ୍‍ର ସନ୍ତାନ ପଞ୍ଚାନବେ ଜଣ।

26ବେଥଲିହିମ ଓ ନଟୋଫାର ଲୋକ ଏକ ଶହ ଅଠାଅଶୀ ଜଣ।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions Pvt. Ltd. Licensed CC BY-SA 4.0.