ଯିହୋଶୂୟ 18

ଓ ମିସ୍ପେ ଓ କଫୀରା ଓ ମୋତ୍ସା

Joshua 18:26 (UKJV) And Mizpeh, and Chephirah, and Mozah,

24କଫରମ୍ମୋନି ଓ ଅଫନି ଓ ଗେବା; ଗ୍ରାମ ସମେତ ବାର ନଗର।

25ଗିବୀୟୋନ୍‍ ଓ ରାମା ଓ ବେରୋତ

26ଓ ମିସ୍ପେ ଓ କଫୀରା ଓ ମୋତ୍ସା

27ଓ ରେକମ ଓ ଯିର୍ପେଲ ଓ ତରଲା

28ଓ ସେଲା ଓ ଏଲଫ ଓ ଯିବୂଷ (ଏହାକୁ ଯିରୂଶାଲମ କହନ୍ତି), ଗିବୀୟା ଓ କିରୀୟଥ୍‍; ଗ୍ରାମ ସମେତ ଏହି ଚଉଦ ନଗର। ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍-ସନ୍ତାନଗଣର ଏହି ଅଧିକାର।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions Pvt. Ltd. Licensed CC BY-SA 4.0.