30ରାମା ଓ ଗେବାର ଲୋକ ଛଅ ଶହ ଏକୋଇଶ ଜଣ।
31ମିକ୍ମସର ଲୋକ ଏକ ଶହ ବାଇଶ ଜଣ।
32ବେଥେଲ୍ ଓ ଅୟର ଲୋକ ଏକ ଶହ ତେଇଶ ଜଣ।
33ଅନ୍ୟ ନବୋର ଲୋକ ବାବନ ଜଣ।
34ଅନ୍ୟ ଏଲମ୍ର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ।
ବେଥେଲ୍ ଓ ଅୟର ଲୋକ ଏକ ଶହ ତେଇଶ ଜଣ।
Nehemiah 7:32 (UKJV) The men of Bethel and Ai, an hundred twenty and three.
30ରାମା ଓ ଗେବାର ଲୋକ ଛଅ ଶହ ଏକୋଇଶ ଜଣ।
31ମିକ୍ମସର ଲୋକ ଏକ ଶହ ବାଇଶ ଜଣ।
32ବେଥେଲ୍ ଓ ଅୟର ଲୋକ ଏକ ଶହ ତେଇଶ ଜଣ।
33ଅନ୍ୟ ନବୋର ଲୋକ ବାବନ ଜଣ।
34ଅନ୍ୟ ଏଲମ୍ର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ।
Indian Revised Version (IRV) Odia, © 2017, 2019, 2021 Bridge Connectivity Solutions Pvt. Ltd. Licensed CC BY-SA 4.0.