ନିହିମୀୟା 7

ଅନ୍ୟ ନବୋର ଲୋକ ବାବନ ଜଣ।

Nehemiah 7:33 (UKJV) The men of the other Nebo, fifty and two.

31ମିକ୍‍ମସର ଲୋକ ଏକ ଶହ ବାଇଶ ଜଣ।

32ବେଥେଲ୍‍ ଓ ଅୟର ଲୋକ ଏକ ଶହ ତେଇଶ ଜଣ।

33ଅନ୍ୟ ନବୋର ଲୋକ ବାବନ ଜଣ।

34ଅନ୍ୟ ଏଲମ୍‍ର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ।

35ହାରୀମ୍‍‍ର ସନ୍ତାନ ତିନି ଶହ କୋଡ଼ିଏ ଜଣ।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions Pvt. Ltd. Licensed CC BY-SA 4.0.