ପ୍ରଥମ ବଂଶାବଳୀ 8

ଅବୀଶୂୟ, ନାମାନ୍‍, ଆହୋହ,

1 Chronicles 8:4 (UKJV) And Abishua, and Naaman, and Ahoah,

2ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା।

3ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର, ଗେରା, ଅବୀହୂଦ,

4ଅବୀଶୂୟ, ନାମାନ୍‍, ଆହୋହ,

5ଗେରା, ଶଫୂଫନ୍‍ ଓ ହୂରମ୍‍।

6ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତ୍‍କୁ ନିଆଯାଇଥିଲେ।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions Pvt. Ltd. Licensed CC BY-SA 4.0.