5ଏଉତ୍ତାରେ ରିହବୀୟାମ ଯିରୂଶାଲମରେ ବାସ କରି ରକ୍ଷା ନିମିତ୍ତ ଯିହୁଦା ଦେଶରେ ନଗରମାନ ନିର୍ମାଣ କଲେ।6ସେ ବେଥଲିହିମ, ଐଟମ୍, ତକୋୟ,7ବେଥ୍-ସୁର, ସୋଖୋ, ଅଦୁଲ୍ଲମ,8ଗାଥ୍, ମାରେଶା, ସୀଫ୍,9ଅଦୋରୟୀମ୍, ଲାଖୀଶ୍, ଅସେକା,