ଦ୍ବିତୀୟ ବଂଶାବଳୀ 11

ଅଦୋରୟୀମ୍‍, ଲାଖୀଶ୍‍, ଅସେକା,

2 Chronicles 11:9 (UKJV) And Adoraim, and Lachish, and Azekah,

7ବେଥ୍-ସୁର, ସୋଖୋ, ଅଦୁଲ୍ଲମ,

8ଗାଥ୍‍, ମାରେଶା, ସୀଫ୍‍,

9ଅଦୋରୟୀମ୍‍, ଲାଖୀଶ୍‍, ଅସେକା,

10ସରାୟ, ଅୟାଲୋନ୍‍, ହିବ୍ରୋଣ, ଯିହୁଦାର ଓ ବିନ୍ୟାମୀନ୍‍ର ମଧ୍ୟବର୍ତ୍ତୀ ଏହି ପ୍ରାଚୀର-ବେଷ୍ଟିତ ନଗରସବୁ ନିର୍ମାଣ କଲେ।

11ଆଉ, ସେ ସକଳ ଦୁର୍ଗ ଦୃଢ଼ କରି ତହିଁ ମଧ୍ୟରେ ସେନାପତିମାନଙ୍କୁ ଓ ଖାଦ୍ୟଦ୍ରବ୍ୟ, ପୁଣି ତୈଳ ଓ ଦ୍ରାକ୍ଷାରସ ରଖିଲେ।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions Pvt. Ltd. Licensed CC BY-SA 4.0.