40ମଗ୍ନଦ୍ବୟ, ଶାଶୟ, ଶାରୟ;
41ଅସରେଲ୍ ଓ ଶେଲିମୀୟ, ଶେମରୀୟ;
42ଶଲ୍ଲୁମ୍, ଅମରୀୟ, ଯୋଷେଫ।
43ନବୋର ସନ୍ତାନଗଣ ମଧ୍ୟରୁ ଯିୟୀୟେଲ୍, ମତ୍ତଥୀୟ, ସାବଦ୍, ସବୀନଃ, ଯଦ୍ଦୋୟ ଓ ଯୋୟେଲ, ବନାୟ;
44ଏସମସ୍ତେ ଅନ୍ୟ ଦେଶୀୟା ଭାର୍ଯ୍ୟା ଗ୍ରହଣ କରିଥିଲେ; ଆଉ, ସେହି ଭାର୍ଯ୍ୟାମାନଙ୍କଠାରୁ କାହାରି କାହାରି ସନ୍ତାନସନ୍ତତି ଜାତ ହୋଇଥିଲେ।