ଏଜ୍ରା 2

ନଟୋଫାର ଲୋକ ଛପନ ଜଣ।

Ezra 2:22 (UKJV) The men of Netophah, fifty and six.

20ଗିବ୍ବରର ସନ୍ତାନ ପଞ୍ଚାନବେ ଜଣ।

21ବେଥଲିହିମର ସନ୍ତାନ ଏକ ଶହ ତେଇଶ ଜଣ।

22ନଟୋଫାର ଲୋକ ଛପନ ଜଣ।

23ଅନାଥୋତ୍‍ର ଲୋକ ଏକ ଶହ ଅଠାଇଶ ଜଣ।

24ଅସ୍ମାବତ୍‍ର ସନ୍ତାନ ବୟାଳିଶ ଜଣ।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions Pvt. Ltd. Licensed CC BY-SA 4.0.