ଏଜ୍ରା 2

ଗିବ୍ବରର ସନ୍ତାନ ପଞ୍ଚାନବେ ଜଣ।

Ezra 2:20 (UKJV) The children of Gibbar, ninety and five.

18ଯୋରାହର ସନ୍ତାନ ଏକ ଶହ ବାର ଜଣ।

19ହଶୂମର ସନ୍ତାନ ଦୁଇ ଶହ ତେଇଶ ଜଣ।

20ଗିବ୍ବରର ସନ୍ତାନ ପଞ୍ଚାନବେ ଜଣ।

21ବେଥଲିହିମର ସନ୍ତାନ ଏକ ଶହ ତେଇଶ ଜଣ।

22ନଟୋଫାର ଲୋକ ଛପନ ଜଣ।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions Pvt. Ltd. Licensed CC BY-SA 4.0.