ନିହିମୀୟା 11

ହାସୋର, ରାମା, ଗିତ୍ତୟିମରେ;

Nehemiah 11:33 (UKJV) Hazor, Ramah, Gittaim,

31ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ, ମିକ୍‍ମସ୍‍ ଓ ଅୟାରେ, ବେଥେଲ୍‍ ଓ ତହିଁର ଉପନଗରରେ;

32ଅନାଥୋତ୍‍, ନୋବ ଓ ଅନନୀୟାରେ;

33ହାସୋର, ରାମା, ଗିତ୍ତୟିମରେ;

34ହାଦୀଦ୍‍, ସବୋୟିମ, ନବଲ୍ଲାଟରେ;

35ଲୋଦ୍‍ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ।

Indian Revised Version (IRV) Odia, © 2017, 2019, 2021 Bridge Connectivity Solutions Pvt. Ltd. Licensed CC BY-SA 4.0.